ଆଜିର ଖବର ଋଷଭ ପନ୍ତଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେଲେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ସ୍ଥାନ ଘୋଷଣା କରିଛି। ଆଇପିଏଲ୍-୨୦୨୩ ରେ ଋଷଭଙ୍କ ସ୍ଥାନରେ ବେଙ୍ଗଲର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।…