ଅପରାଧ ଶରଦ ପାୱାରଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରି ଅଭିନେତ୍ରୀ କେତକୀ ଚିଟଲେ ଗିରଫ ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ପୋଷ୍ଟ କରିଥିବାରୁ ମରାଠୀ ଅଭିନେତ୍ରୀ କେତକୀ ଚିଟଲେଙ୍କୁ ଥାନେ ପୋଲିସ ଗିରଫ…