ଆଜିର ଖବର ଉତ୍ତରାଖଣ୍ଡରେ ଆର୍ଯ୍ୟନ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଧାମର ଦୁଇ କିଲୋମିଟର ପୂର୍ବରୁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟର କେଦାରନାଥରୁ ଫେରୁଥିଲା, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା।…