ଆଜିର ଖବର ପ୍ରବଳ ବର୍ଷା ଯୋଗୁଁ ଗୌରୀକୁଣ୍ଡରେ ଧସିଲା ପାହାଡ, ୧୩ ନିଖୋଜ, ବନ୍ଦ ହେଲା କେଦାରନାଥ ଯାତ୍ରା ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ କେଦାରନାଥ ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୌରୀକୁଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାହାଡ ଧସିବା ଯୋଗୁଁ ଏଠାରେ ତିନିରୁ ଚାରି…