ଆଜିର ଖବର କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଘର ସାମ୍ନାରେ ଅଶାନ୍ତ ପରିବେଶ, ବିଜେପି ଓ ଶିବସେନା କର୍ମୀମାନେ ହେଲେ ମୁହାଁମୁହିଁ ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ମନ୍ତ୍ରୀ ନାରାୟଣ…