ଆଜିର ଖବର ୫ଟି ରାଜ୍ୟ ପାଇଁ ୧୫୫୪.୯୯ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା: ଓଡିଶାକୁ ମିଳିବ ୨୫୫.୨୪ କୋଟି ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୪ ବର୍ଷ ରେ ବନ୍ୟା, ଆକସ୍ମିକ ବନ୍ୟା,…