ଆଜିର ଖବର ଗ୍ରାମାଞ୍ଚଳରେ ବାସ କରୁଥିବା ଜନତାଙ୍କ ବିକାଶରେ ଦେଶର ବିକାଶ ନିହିତ: କୃଷି ମନ୍ତ୍ରୀ ନୂଆଦିଲ୍ଲୀ: ବିଶ୍ୱ ମହୁମାଛି ଦିବସ ଆଜି ବହୁତ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ…