ଆଜିର ଖବର ‘ଏନଜିଇଏଲ’ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବ ଏନଟିପିସି ଲିମିଟେଡ ଭୁବନେଶ୍ଵର: ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ (ଏନଜିଇଏଲ)ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବା ଲାଗି ଏନଟିପିସି ଲିମିଟେଡକୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…