କେନ୍ଦ୍ର ଭୂ-ସମ୍ବଳ ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ର ଭୂ-ସମ୍ବଳ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲଆର୍‌ଏମ୍‌ପି) କୁ କାର୍ଯ୍ୟକାରୀ କରାଯାଉଛି। ଏହା କେନ୍ଦ୍ର ସରକାରଙ୍କର ଏକ ଯୋଜନା।…