ଅନ୍ତରାଷ୍ଟ୍ରୀୟ ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡ, ୭.୧ ତୀବ୍ରତା ଅନୁଭୂତ ନୂଆଦିଲ୍ଲୀ: ଆଜି ନ୍ୟୁଜିଲ୍ୟାଣ୍ଡରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ବିଶ୍ଵର ଭୂମିକମ୍ପ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଆମେରିକା ଜିଓଲୋଜିକାଲ ସର୍ଭେ (USGS) ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର…