ଆଜିର ଖବର କେରଳରେ ଗର୍ଭିଣୀ ହାତୀ ମୃତ୍ୟୁ ଘଟଣା : ଜଣେ ଗିରଫ କେରଳ : କେରଳରେ ଗର୍ଭବତୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ମାମଲାରେ ଜଣକୁ ଗିରଫ କରାଯାଇଛି । ଜଙ୍ଗଲ ମନ୍ତ୍ରୀ କେ ରାଜୁ…