ଆଜିର ଖବର ବ୍ରଜରାଜନଗରରେ ଜୀଅନ୍ତା ଜଳିଗଲେ ଦମ୍ପତି ଭୁବନେଶ୍ୱର : ଝାରସୁଗୁଡାର ବ୍ରଜରାଜନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।ବ୍ରଜରାଜନଗରର ରାମୁପୁରରେ ଏକ କୋଇଲା ଚୁଲାରୁ…