ଆଜିର ଖବର ଆଇପିଏଲ ୨୦୨୦: ଅରେଞ୍ଜ କ୍ୟାପ୍ ଦୌଡରେ କେ.ଏଲ ରାହୁଲ ଏବଂ ପର୍ପଲ କ୍ୟାପ୍ ପାଇଁ କାଗିସୋ ରାବାଡା ଆଗୁଆ ଆବୁଧାବି: ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଅରେଞ୍ଜ କ୍ୟାପ୍ ଦୌଡରେ ଆଗରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲସ୍ ଦ୍ରୁତ ବୋଲର କାଗିସୋ ରାବାଡା…