ଆଜିର ଖବର କରୋନାର ତୃତୀୟ ଲହରକୁ ନେଇ ଚେତାବନୀ ଦେଲେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ନୂଆଦିଲ୍ଲୀ: ଦ୍ଵିତୀୟ ଲହର ପରେ ତୃତୀୟ ଲହର ଆସିବ। କିନ୍ତୁ ଏହା କେବେ ଆସିବ, ତାହା କହିବା ସମ୍ଭବ ନୁହେଁ। ଏନେଇ କେନ୍ଦ୍ର ସରକାରର ପ୍ରମୁଖ ବିଜ୍ଞାନ…