ଆଜିର ଖବର ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆଦିଲ୍ଲୀ: ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଅମର ତଥା ଅକ୍ଷୟ କାଶୀର ମହିମାକୁ ପ୍ରଣାମ…