ଆଜିର ଖବର କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ ଭୁବନେଶ୍ଵର: ବର୍ତ୍ତମାନ କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନରେ ଦୋହରୀକରଣ କାର୍ଯ୍ୟ ଚାଲୁରହିଛି। ସମୁଦାୟ ୪୪୫ କିଲୋମିଟର ଦୋହରୀକରଣ କାର୍ଯ୍ୟ ମଧ୍ୟରୁ ୨୩୭ କିଲୋମିଟର ଦୋହରୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ…