ଆଜିର ଖବର ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି, ଓଡିଶାର ବିଜୟ ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ: ସମାଜବାଦୀ ପାର୍ଟି ଭୁବନେଶ୍ୱର: କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଆନ୍ଧ୍ରର ବୋଲି ଦର୍ଶାଇବା ପାଇଁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ…