ଆଜିର ଖବର ଜାଗା ମିଶନ୍: କୋଣାର୍କର 130 ଜଣ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବା ପାଇଁ ଆରମ୍ଭ ହେଲା ପ୍ଲଟିଂ ପୁରୀ, ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ଅନୁଯାୟୀ ପୁରୀ ପ୍ରଶାସନ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବାକୁ ଆରମ୍ଭ କରିଛି। ସେହି ଅନୁସାରେ ସମୁଦ୍ରକୂଳରେ ଥିବା ମତ୍ସ୍ୟଜୀବୀ…