ଅପରାଧ କୋଦଳା: ମଦ୍ୟପ ଡ୍ରାଇଭର ଗିରଫ ଓ ଗାଡ଼ି ଜବତ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି କୋଦଳା ବସ୍ ଷ୍ଟାଣ୍ଡରେ ଭୁବନେଶ୍ୱର ଠାରୁ ପୋଲସରା ଯାଉଥିବା ବସ୍ କୁ ଅଟକାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ…