ଆଜିର ଖବର ଆସନ୍ତାକାଲିଠାରି ସଂସଦର ମୌସୁମୀ ଅଧିବେସନ, ଜାଣନ୍ତୁ କୋଭିଡ କଟକଣା ଭିତରେ କିପରି ଚାଲିବ ଗୃହ ନୂଆଦିଲ୍ଲୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ। ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ଅଧିବେଶନ।…