ଆଜିର ଖବର ପ୍ରଶ୍ନ ପଚାରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ଅନୁରୋଧ କଲେ ସୋନିଆ ଗାନ୍ଧୀ ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି। ସୂଚନାନୁସାରେ, ସୋନିଆଙ୍କୁ ପଚରାଉଚରା ବେଳେ ଅତି କମରେ ପାଞ୍ଚଜଣ…