ରାଜ୍ୟ ଖବର ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ ଭୁବନେଶ୍ବର: ସେ ହେଉଛନ୍ତି ଜଣେ ଫରେଷ୍ଟର, ଆଉ ଚାକିରୀ କରୁଛନ୍ତି କୋରାପୁଟରେ। ସେ ମାତ୍ର ୬୨୪ ଟଙ୍କା ମାସିକ ଦରମାରେ ଚାକିରୀ ଆରମ୍ଭ କରିଥିଲେ। ହେଲେ ଏବେ…