ଆଜିର ଖବର ଭାରତରେ ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ ମାମଲା, ନିର୍ବାଚନ ସ୍ଥଗିତ ରଖିବାକୁ କୋର୍ଟଙ୍କ ଅପିଲ୍ ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସ୍ଥିତି ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି। ଦେଶରେ ନୂତନ ଭାରିଆଣ୍ଟର ରୋଗୀମାନଙ୍କ ସଂଖ୍ୟା କ୍ରମାଗତ ଭାବେ…