ଆଜିର ଖବର ନବନୀତ୍ ରାଣା ଏବଂ ରବି ରାଣାଙ୍କୁ ସେଶନ କୋର୍ଟରୁ ମିଳିଲାନି ଆଶ୍ଵସ୍ତି, ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ମୁମ୍ବାଇ: ମୁମ୍ବାଇର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ବିବାଦ ଭିତରକୁ ଆସିଥିବା ଅମ୍ରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ…