ଆଜିର ଖବର ବଡ଼ମେଡ଼ିକାଲ୍ ଦ୍ୱିତୀୟ ଗେଟ୍ ଖୋଲିବାକୁ କୋର୍ଟର ଆଦେଶ: ଆଦେଶ ନ ମାନିଲେ ତାଲା ଭାଙ୍ଗିବ ପରିଷଦ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍ଷ୍ଟାଣ୍ଡ…