ଆଜିର ଖବର କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର, କହିଲେ ଟାଇଟଲ୍ ଜିତିବାକୁ ହେଲେ ଚତୁରତା ଆବଶ୍ୟକ ନୂଆଦିଲ୍ଲୀ: ଗତକାଲି ଆଇପିଏଲର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପରାଜୟ ହୋଇଛି। ଯାହା ଫଳରେ ଅଧିନାୟକ ସହିତ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ…