ଜାତୀୟ ଖବର ୨ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ସହରରେ ପ୍ରତିଷ୍ଠା ହେବ ସହରାଞ୍ଚଳ ସମବାୟ ବ୍ୟାଙ୍କ: ଅମିତ ଶାହ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସହରାଞ୍ଚଳ ସମବାୟ ଋଣ କ୍ଷେତ୍ର ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ‘କୋ-ଅପ କୁମ୍ଭ ୨୦୨୫’…