ଜାତୀୟ ଖବର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ: ଅନେକ ପ୍ରସଙ୍ଗରେ ହେଲା ଆଲୋଚନା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି। ଶ୍ରୀ ଗେଟ୍ସଙ୍କ ଏକ ଟୁଇଟର ଜବାବରେ ଯେଉଁଠାରେ ସେ ଭାରତ ଗସ୍ତରେ ନିଜର…