ଆଜିର ଖବର ୟୁନେସ୍କୋ କ୍ରିଏଟିଭ୍ ସିଟି ତାଲିକାରେ ସ୍ଥାନ ପାଇଲା ଶ୍ରୀନଗର, କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀନଗର: ଜମ୍ମୁ କାଶ୍ମୀରର ଗ୍ରୀଷ୍ମ ରାଜଧାନୀ ଶ୍ରୀନଗର, ବିଶ୍ୱର ୪୯ ଟି ସହର ମଧ୍ୟରୁ ଅନ୍ୟତମ, ଯାହା ସୋମବାର ଦିନ ‘ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କ (ୟୁସିସିଏନ୍)…