ଆଜିର ଖବର ଆଇପିଏଲ: ଚୂଡାନ୍ତ ହେଲା ମେଗା ନିଲାମ ତାରିଖ!, ବାଙ୍ଗାଲୋରରେ ଦୁଇ ଦିନ ପାଇଁ ଚାଲିବ ଏହି ପ୍ରକ୍ରିୟା ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପରବର୍ତ୍ତୀ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଆଇପିଏଲ ପୂର୍ବରୁ ଏକ ମେଗା ନିଲାମ ହେବ। ସୂଚନା ଅନୁଯାୟୀ,…