ଆଜିର ଖବର ନଭେମ୍ବର ୨୩ ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି -୨୦ ସିରିଜ୍: ଜାଣନ୍ତୁ ସ୍କ୍ୱାଡ୍ ଏବଂ କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ଶେଷ ହେବା ପରେ କ୍ରିକେଟ୍ ଜ୍ୱର ଶେଷ ହେବ ନାହିଁ। ନଭେମ୍ବର ୨୩ ତାରିଖ ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…