ଆଜିର ଖବର କେ.ଏଲ୍ ରାହୁଲ ହୋଇଥିଲେ ଆଉଟ୍, କିନ୍ତୁ ଖେଳ ଭାବନା ଦେଖାଇ ରୋହିତ ଦେଲେ ସୁଯୋଗ ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା କ’ଣ ଏହାର ସର୍ବଶେଷ ଉଦାହରଣ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା। ପଞ୍ଜାବ ଅଧିନାୟକ…