କ୍ରିଭକୋ

ଭୁବନେଶ୍ବର: ବହୁରାଜ୍ୟ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ) ଗଠନ କରାଯାଇଛି।…