ଅନ୍ତରାଷ୍ଟ୍ରୀୟ ଫିଫା ବିଶ୍ୱକପ: ୩୨ ଟିମ ମଧ୍ୟରୁ କେବଳ ୭ ଟିମକୁ ମିଳିଛି ଟାଇଟଲ, ଏଥର ନୂଆ ଦଳ ହେବ କି ଚାମ୍ପିୟନ? ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କ୍ରୀଡାପ୍ରେମୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଫିଫା ବିଶ୍ୱକପ-୨୦୨୨ କିଛି ଦିନ ମଧ୍ୟରେ ଆରମ୍ଭ ହେବ। ୨୯ ଦିନ ଧରି ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ,…