ଅପରାଧ କ୍ରୁଜ୍ ଡ୍ରଗ୍ସ ମାମଲା: ନବାବ ମଲିକଙ୍କ ଅଭିଯୋଗ ଉପରେ ଏନସିବି ଦେଲା ସ୍ପଷ୍ଟୀକରଣ ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲିକଙ୍କ ଅଭିଯୋଗ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସ୍ପଷ୍ଟୀକରଣ ଦେଇଛି।…