ଆଜିର ଖବର ମାତ୍ର ୧୬ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରେଲୱେ ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କଲା ପୂର୍ବତଟ ରେଳପଥ ଭୁବନେଶ୍ୱର: କୋରାଇ ଠାରେ ସୋମବାର ସକାଳେ ପଣ୍ୟବାହୀ ଟ୍ରେନ୍ ଜନୀତ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣା ଏବଂ ପ୍ରଭାବିତ ହୋଇଥିବା ଅନ୍ୟାନ ରେଳ ସାମଗ୍ରୀ ଗୁଡିକର ପୁନରୁଦ୍ଧାର…