Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଛୁଇଁଲା ମୌସୁମୀ: ଏବେ ଏହି ଜିଲ୍ଲାରେ ରହିଛି ସକ୍ରିୟ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ବଡ ଖବର ଆସିଛି। ମୌସୁମୀ ଓଡିଶା ଛୁଇଁଥିବା ସୂଚନା ରହିଛି। ରାଜ୍ୟରେ ୪ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଛି। ବର୍ତ୍ତମାନ ମାଲକାନଗିରିରେ ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଥିବା ଜଣାପଡିଛି।