ଆଜିର ଖବର ଅଡୁଆରେ ପ୍ରମିଳା ମଲ୍ଲିକ: ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ର କାର୍ଯ୍ୟାନୁଷ୍ଠାନ ଭୁବନେଶ୍ଵର: ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି। ବର୍ତ୍ତମାନ ପ୍ରମିଳାଙ୍କ ଘରେ ଇଡି ଚଢାଉ କରିଛି। ସମ୍ବଲପୁରରେ ୩ ଟି ସ୍ଥାନ…