ବିଶେଷ ଖବର ବାଇଡେନ୍-ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ: କ୍ଷୁଦ୍ର ପରମାଣୁ ରିଏକ୍ଟରକୁ ନେଇ ଭାରତ-ଆମେରିକା ମଧ୍ୟରେ ହୋଇପାରେ ଚୁକ୍ତି ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବାଇଡେନ ବିଳମ୍ବିତ ରାତିରେ ବାୟୁସେନା-୧ରେ ଜର୍ମାନୀ ଅଭିମୁଖେ ଯାତ୍ରା କରିଥିଲେ। ଏଠାରେ ହେଲିକପ୍ଟରରେ…