ଖେଳ କ୍ୟାପ୍ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍ଭୋକେଟ୍’ ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ନୂତନ କ୍ୟାପ୍ଟେନ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସ୍ମୃତି ମନ୍ଧାନା ଏବେ କ୍ରିକେଟ୍ ପଡ଼ିଆ ବାହାରେ ଏକ ଗୁରୁତ୍ୱପୂର୍ଣ୍ଣ ସମାଜସେବା…