ବିଶେଷ ଖବର ଶପଥ ନେବେ ମୁଖ୍ୟମନ୍ତ୍ରଙ୍କ ସହ 11 କ୍ୟାବିନେଟ ଏବଂ 9 ଜଣ ରାଷ୍ଟ୍ରମନ୍ତ୍ରୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ, ଅଶୋକ ପଣ୍ଡା ରାଷ୍ଟ୍ରମନ୍ତ୍ରୀ ସମୀକ୍ଷା ବ୍ୟୁରୋ ଶେଷରେ ବହୁ ଘଣ୍ଟା ଚକଟା ପରେ ମନ୍ତ୍ରୀ ତାଲିକା ଚୁଡାନ୍ତ ହୋଇଛି। ବିଜେଡି ତରଫରୁ ଏହି ତାଲିକା ରଜଭବନକୁ ପଠାଯିବା ପରେ ତାହା ସ୍ବୀକୃତ…