ଆଜିର ଖବର କ୍ୟାବିନେଟରୁ ଇସ୍ତଫା ଦେଲେ ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ ପାଟନା: ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେଇଛନ୍ତି। ତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଥିଲା। ସେ ବିହାରର କୃଷି ମନ୍ତ୍ରୀ ପଦରୁ ଇସ୍ତଫା…