ଆଜିର ଖବର ନୋଇଡ଼ାରୁ ଗ୍ରେଟର ନୋଇଡା ପର୍ଯ୍ୟନ୍ତ ନିର୍ମାଣ ହେବ ଆକ୍ୱା ଲାଇନ୍ ମେଟ୍ରୋ କରିଡର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନୋଇଡ଼ା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ…