କ୍ୟାବିନ ଉଚ୍ଛେଦ

ଖୋର୍ଦ୍ଧା: ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମୋକଦ୍ଦମାର ଅନ୍ତ ଘଟିଛି। ଶେଷରେ ପ୍ରଶାସନ ଖୋର୍ଦ୍ଧାରୁ କ୍ୟାବିନ ଉଚ୍ଛେଦ କରିବାରେ ସଫଳ ହୋଇଛି।…