ବିଶେଷ ଖବର ଖଦି ଉତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ: ଏକତ୍ର ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କଲେ ୭୫୦୦ ଭଉଣୀ ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତୀ ନଦୀ ତଟରେ ଖଦି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ସି ଆର…