ଆଜିର ଖବର ଖଦି ଓ ଗ୍ରାମୋଦ୍ୟୋଗ କାରବାରରେ ନୂତନ ରେକର୍ଡ ସ୍ଥାପନ: ପ୍ରଥମ ଥର ପାଇଁ ଅତିକ୍ରମ କଲା ୧.୫ ଲକ୍ଷ କୋଟି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ପାଦନ,…