ଜାତୀୟ ଖବର ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଖଲିସ୍ଥାନୀ କହି ସମାଲୋଚନା କରିଥିବା ନ୍ୟୁଜ ଚ୍ୟାନେଲକୁ ଏବେ ମହଙ୍ଗା ପଡିଛି। କାରଣ ହେଲା ଏହା ଜର୍ଣ୍ଣାଲିଜିମ ଏଥିକ୍ସ ଉଲ୍ଲଘଂନ…