ଅପରାଧ ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ ବାଣପୁର: ସମ୍ପ୍ରତି ପାର୍ବଣ ଋତୁ ଆସିଯାଇଥିବାବେଳେ ବଜାରରେ ବିଭିନ୍ନ ପ୍ରକାର ଅପମିଶ୍ରିତ ଖାଦ୍ୟ ପଦାର୍ଥ ତଥା ଅପମିଶ୍ରିତ ବ୍ୟବହୃତ ସାମଗ୍ରୀ ବିକ୍ରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।…