ଆଜିର ଖବର ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍ ଚା’ ସହ ବିସ୍କୁଟ ଖାଇବା ଅନେକଙ୍କ ଦୈନନ୍ଦିନ ଅଭ୍ୟାସ। ସକାଳର ଜଳଖିଆ ହେଉ କି ସନ୍ଧ୍ୟାର ଚା’, ବିସ୍କୁଟର ଚାହିଦା ସବୁବେଳେ ରହିଥାଏ। ଏହି ବଜାରରେ ପ୍ରିୟାଗୋଲ୍ଡ…