ଆଜିର ଖବର ବିଜେପିରୁ ବହିସ୍କୃତ ହେଲେ ବରିଷ୍ଠ ନେତା ଖାରବେଳ ସ୍ବାଇଁ, ସମୀର ଦାଶଙ୍କୁ ମିଳିଲା ନୂଆ ଦାୟିତ୍ବ ଭୁବନେଶ୍ବର: ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କୁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।…